ବଲାଙ୍ଗୀର: ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରି ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗ ସଂପୃକ୍ତ ଥିବା ସନ୍ଦେହ
Balangir, Balangir | Sep 5, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଯୋଗେଶ୍ୱର ଶୈବପୀଠରୁ ଗତରାତିରେ ଦୁର୍ମୂଲ୍ୟ ପିତ୍ତଳ ନାଗ ସହିତ ଅନେକ ପୁରାତନ...