ବେଗୁନିଆ: ପୋଡ଼ାଡିହି ଗ୍ରାମରେ ସଂସ୍କୃତିକୁ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ଥାନୀୟ ବିଧାୟକ।
ବେଗୁନିଆ ନିର୍ବାଚନ ମଣ୍ଡଳୀ ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ପଞ୍ଚାୟତର ହରପାର୍ବତୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ଦୀର୍ଘ ୪ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ସାମାଜିକ ନାଟକ ପ୍ରତିଯୋଗିତାର ଉଦଯାପନୀ ସଭାର ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଦୀପ ବିଜୟା ଏବଂ ଉପବିଜୟୀ ଦଳକୁ ପୁରସ୍କୃତ କରିବା ସହ ସମ୍ମାନିତ କରିଥିଲି ।ଏତେ ସଂଖ୍ୟାରେ ଗ୍ରାମବାସୀ ଓ ସ୍ଥାନୀୟ ଜନ ସାଧାରଣ ଙ୍କୁ ଦେଖି ବେଶ ଖୁସି ଅନୁଭବ କଲେ ଗ୍ରାମାଞ୍ଚଳରେ କଳା ଓ ସଂସ୍କୃତି କୁ ଉଜ୍ଜୀବିତ କରିବା ପାଇଁ ଏହି ପ୍ରୟାସ ବେଶ ପ୍ରଶଂସନୀୟ ନାଟକରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ଓ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଲେ । ଏ