Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଖଲ୍ଲିକୋଟ୍: ଗୋବିନ୍ଦପୁର ଗ୍ରାମ ଛକ ନିକଟରେ ଯୁବକଙ୍କୁ ଆକ୍ରମଣ ଘଟଣା କୁ ନେଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ପ୍ରତିକ୍ରିୟା ରଖିଲେ ଭାଇ ଓ ମାଆ

Khalikote, Ganjam | Sep 16, 2025
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ଛକ ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ସମୟରେ ଗୋବିନ୍ଦପୁର ଗ୍ରାମର ଗୋପିନାଥ ରଣା ଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭାଟକୁମରଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ସମ୍ପର୍କରେ ଗତରାତି ପ୍ରାୟ ସାଢ଼େ ୯ ଟା ସମୟରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ଆକ୍ରମଣର ଶିକାର ହୋଇଥିବା ଗୋପିନାଥ ରଣାଙ୍କ ଭାଇ ଓ ମାଆ ।

MORE NEWS