ଦଶରଥପୁର ବ୍ଲକ ଅହିହାସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ପାଳନକୁ ନେଇ ବିବାଦ,ପତିକ୍ରିୟା ଦେଲେ ବ୍ଲକ ଅଧ୍ୟକ୍ଷା ଦିଗମ୍ବର ମଲ୍ଲିକ l ଜୟନ୍ତୀ ସମାରୋହରେ ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ଅଣଦେଖା କରି ଶାସକ ଦଳୀୟ ନେତାଙ୍କୁ ଅତିଥି ଭାବେ ଚୟନ କରାଯାଇଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ପଂଚାୟତ ସମିତି ଅଧକ୍ଷ ଙ୍କ ପକ୍ଷରୁ ଏ ନେଇ ଆପତି ଜଣାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କୁ ଅବଗତ କରାଯାଇଛି। ଏହି ଆଲୋଚନା ବେଳେ ସେଠାରେ ସାମାନ୍ୟ ଉତେଜନା ଦେଖା ଦେଇଥିଲା l