ଝାରସୁଗୁଡା: ଏନଟିପିସି ଦରଳିପାଲି ଓ ସୁନ୍ଦରଗଡ ଅଞ୍ଚଳକୁ ସଂଯୋଗ କରୁଥିବା କୋଇଲଗା ପୋଲ ଉପରେ ଦୁଇଫୁଟରୁ ଉର୍ଦ୍ଧ୍ବ ବନ୍ୟାଜଳ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ
Jharsuguda, Jharsuguda | Aug 22, 2025
ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡା ଜିଲ୍ଲା ସଦର ବ୍ଳକ ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲଗା ଗ୍ରାମ ସମେତ ଏନଟିପିସି ଦରଳିପାଲି ଓ ସୁନ୍ଦରଗଡ...