ଆଜି ବୁଧବାର ଅପରାହ୍ନ ଅଢେଇଟା ସମୟରେ ସମ୍ବଲପୁର ବରଗଡ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ପେଟ୍ରୋଲ ପମ୍ପ ସମ୍ମୁଖରେ OD19AAA 8158 ନମ୍ବର ଥିବା ପିକ୍ଅପ ଗାଡିକୁ ଗୋଟିଏ ଟ୍ରାକ୍ଟର ଧକ୍କା ଦେଇଥିଲା ଯାହା ଫଳରେ ପିକ୍ ଅପ୍ ଗାଡିର ଡ୍ରାଇଭର ଆହତ ହୋଇଥିଲେ ଆହତ ଡ୍ରାଇଭରକୁ ଲୋକେ ଉଦ୍ଦାରକରି ଚିକିସ୍ବା ପାଇଁ ଅତାବିରା ମେଡିକାଲକୁ ନେଇଥିଲେ |ଖବର ପାଇ ଘଟଣାସ୍ତଲକୁ ଅତାବିରା ପୋଲିସ ପହଂଚି ଥିଲା |