ଆଠମଲ୍ଲିକ: ଯୁବକ ଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ
ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା କେଞ୍ଚୁଆନାଳି ଗ୍ରାମର ଜୟନ୍ତ ନାୟକ ଙ୍କୁ ସେହି ଗ୍ରାମର ଗଗନ ନାୟକ ଓ
ତାଙ୍କ ପୁଅ ସୁନୀଲ ନାୟକ ମିଶି ଏକ ଠେଙ୍ଗା ରେ ଆକ୍ରମଣ କରିଥିବା ଶନିବାର ଦିନ ଜୟନ୍ତ ଙ୍କର ପତ୍ନୀ ମଞ୍ଜୁ ନାୟକ ଠାକୁରଗଡ ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୨୬୩/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଜୟନ୍ତ ଗାଈ ଧରି ତାଙ୍କ ଘର କୁ ଆସୁଥିବା ବେଳେ କୌଣସି କାରଣ ନ ଥାଇ ଉଭୟ ବାପ , ପୁଅ ସେମାନ ଙ୍କୁ ମାଡ ମାରିଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି । ଏ ନେଇ ଠାକୁର ଗଡ଼ ପୋଲିସ ରବି