ଟିଟିଲାଗଡ: ଦାବଯୋରି ଗାଁ ର ରାସ୍ତାର ପୋଲଭାଙ୍ଗିବା ଖବରପ୍ରସାରଣ ପରେ,ବିଧାୟକଙ୍କ ମହାନତା ପଠାଇଲେ ତାଙ୍କ ପ୍ରତିନିଧିଙ୍କୁ ଏବଂ ନିର୍ମାଣ ପାଇଁ ଦେଲେ ଆଦେଶ
ଦାବଯୋରି ଗାଁର ତଳିପଡ଼ା ଦେଇ ସଂଯୋଗ କରୁଥିବା ରାସ୍ତା ର ବlହାଲ ଠାରେ ଥିବା ଭଙ୍ଗା ପୋଲ ସମ୍ପର୍କ ବିଷୟରେ ଗତକାଲି ଖବର ପ୍ରସାରଣ ହୋଇଥିଲା।ଖବର ପ୍ରସାରଣ ପରେ ଟିଟିଲାଗଡ ବିଧାୟକ ନବୀନ ଜୈନ ସଙ୍ଗେ ସଙ୍ଗେ ତାଙ୍କ ପ୍ରତିନିଧି ବିମଳ କୁମାର ଶର୍ମା ଙ୍କୁ ନିର୍ଦ୍ଦେଶ ଦେଇ ଭାଙ୍ଗି ଯାଇଥିବା ପୋଲ ନିର୍ମାଣ କରିବାକୁ ଆଦେଶ ଦେବାରୁ ଶ୍ରୀ ଶର୍ମା ଓ ଦାବଯୋରି ଗାଁ କୁ ଆସି ଭାଙ୍ଗି ଥିବା ପୋଲ କୁ ଦେଖି ୭ ଦିନ ଭିତରେ କାମ ଆରମ୍ଭ କରିବାକୁ ଗାଁ ବାସୀଙ୍କୁ ୫ ଟା ରେ ପ୍ରତିଶ୍ରୁତି ଦେଇଥିଲେ।