ସୁମେରୁ ବନ୍ଧ ପଞ୍ଚାୟତ ରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ, ଏହି ଆନ୍ଦଳନ ଟି ଶୁକ୍ରବାର ଦିନ 12ଘଣ୍ଟିକା ରେ ଅନୁଷ୍ଠିତ ହଇଛି, ଆନ୍ଦୋଳନ କୁ ଓଲ୍ହାଇଲେ ଶତାଧିକ ମହିଳା, ଘରେ ଘରେ ପଶି ଦେଶୀ ମଦ ସହ ବିଦେଶୀ ମଦ ଜବତ ସହ ଗାଁ ଗାଁ ରେ ସଚେତନ କଲେ ମହିଳା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ସୁମେରୁ ବନ୍ଧ ପଞ୍ଚାୟତ ରେ ଦୀର୍ଘ ଦିନ ହେବ ନିଶା ମୁକ୍ତ ମଦ ବିରୋଧୀ ଆନ୍ଦୋଳନ ଜାରି ରହିଛି ପୂର୍ବରୁ ସୁମେରୁ ବନ୍ଧ ପଞ୍ଚାୟତ ର ସରପଞ୍ଚ ସୁଶୀଳା କହଁର ଏବଂ ପଞ୍ଚାୟତ ର ତିରିଶ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ନେଇଁ ମଦ ବିରୋଧୀ ଆନ୍ଦୋଳନ