ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଏଡ- ଏମ.ଏଡି ବିଭାଗଦ୍ୱାରା "ଏକବିଂଶ ଶତାବ୍ଦୀରେ ଶ୍ରେଣୀଗୃହ ବିବିଧତା ଅନୁଯାୟୀ ପୁନଃ ଓ ବର୍ଦ୍ଧିତ ଶୈକ୍ଷିକ ଦକ୍ଷତା " ବିଷୟ ଆଧାରିତ ପିଏମ୍ - ଉଷା ପ୍ରାୟୋଜିତ ଏକ ତ୍ରି- ଦିବସୀୟ ଜାତୀୟ ଆଲୋଚନାଚକ୍ର ଆଜି ଦିନ ପ୍ରାୟ ୩ ଟାରେ ଆୟୋଜିତ ହୋଇଯାଇଛି।