Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ଜଗତସିଂହପୁର: ଅଳସୁଧା ପଞ୍ଚାୟତରେ ଆୟୋଜିତ ଗତେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ବିଧାୟକ

ଅଳସୁଧା ପଞ୍ଚାୟତରେ ଆୟୋଜିତ ଗତେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ବିଧାୟକ l ସୂଚନା ମୁତାବକ ଆଜି ଅଳସୁଧା ପଞ୍ଚାୟତରେ ଆୟୋଜିତ ଗତେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପନୀ ଉତ୍ସବ ଆଜି ମାନ୍ୟବର ସରକାରୀ ଦଳ ର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସାମିଲ ହୋଇ କୃତିତ୍ୱ ଅର୍ଜନ କରିଥିବା ଦଳଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିବା ର ଦେଖାଯାଇଛି l
ଜଗତସିଂହପୁର: ଅଳସୁଧା ପଞ୍ଚାୟତରେ ଆୟୋଜିତ ଗତେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ବିଧାୟକ - Jagatsinghapur News