ବୀରମହାରାଜପୁର: କଲାପଥର ନିକଟ ଜଙ୍ଗଲରୁ ଗୁରୁତର ଭାବରେ ଉଦ୍ଧାର ହୋଇଥିବା ହେଟା ବାଘର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ବନବିଭାଗର ତନାଘନା ଜାରି
Biramaharajpur, Subarnapur (Sonepur) | Aug 26, 2025
ଉଲୁଣ୍ଡା ବନାଞ୍ଚଲ ଅଧିନସ୍ଥ କଲାପଥର ନିକଟ ଜଙ୍ଗଲରୁ ଗୁରୁତର ଭାବରେ ଉଦ୍ଧାର ହୋଇଥିବା ହେଟା ବାଘର ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ...