ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସିଦ୍ଧି ମଣ୍ଡପ ଠାରେ ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ଆୟୋଜିତ ବୃତ୍ତିଗତ ସମ୍ମିଳନୀରେ ଯୋଗ ଦେଲେ ଏକାମ୍ର ବିଧାୟକ ବାବୁ ସିଂ
Bhubaneswar M Corp, Khordha | Jun 12, 2025
କେନ୍ଦ୍ରରେ ୧୧ ଏବଂ ରାଜ୍ୟରେ ୧ ବର୍ଷ ପୂର୍ତ୍ତି ଅବସରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ସିଦ୍ଧି ମଣ୍ଡପ ଠାରେ ଭୁବନେଶ୍ୱର ଜିଲ୍ଲା ବିଜେପି...