ଫୁଲବାଣୀ ସହର: ଫୁଲବାଣୀ ର ସଦର ଥଧ ୟେ ଅପେରସନ ପ୍ରହାର ମାଧ୍ୟମରେ 3କ୍ୱଣ୍ଟାଲ ଗଞ୍ଜେଈ, ଦୁଇ ଗାଡି ତିଜଣ ଙ୍କୁ ଗିରଫ କରିଛି ସଦର ପୁଲିସ
ସଦର ଥାନା ପୋଲିସ ଦ୍ୱାରା ତିନି କୁଇଣ୍ଟାଲ ଗଞ୍ଜେଇ ସହ ଏକ ଅଟୋ ଓ ଏକ ପିକଅପ ଭ୍ୟାନ ଜବତ ଦୁଇ ବିହାରୀ ଗଞ୍ଜେଇ ମାଫିଆ ଙ୍କ ସହ ଜଣେ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ ଫୁଲବାଣୀ ,୧୪/୦୯( କନ୍ଧମାଳ ଜିଲ୍ଲା ରେ ରାଜ୍ୟ ପୋଲିସ ମହାନିର୍ଦେଶକ ଙ୍କ ନିର୍ଦେଶ କ୍ରମେ ଅପରେସନ ପ୍ରହାର ଜାରି ରହିଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସଦର ଥାନା ତରଫରୁ ମଧ୍ୟ ଏହି ଅପରେସନ ପ୍ରହାର ଜାରି ରହିଛି I ତେବେ ଏହି ପରିପେକ୍ଷୀରେ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଥାନାରେ କାର୍ଯ୍ୟରତ ଏସଆଇ ପ