ବୀରମହାରାଜପୁର: ବିନିକା ମନୋହରୀପଡ଼ା ଓ ପାତିକାରପଡ଼ା ମଧ୍ୟରେ ବାଣ ଫୁଟା କୁ କେନ୍ଦ୍ରକରି ଗୋଷ୍ଟି ସଂଘର୍ଷ , 5ଜଣ ଗୁରୁତର
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମନୋହରୀପଡ଼ା ଓ ପାତିକାରପଡ଼ା ମଧ୍ୟରେ ବାଣ ଫୁଟା କୁ ନେଇ ଗତ କାଳୀ ଗୋଷ୍ଟି ସଂଘର୍ଷ ହୋଇଛି । ଯାହା ଫଳରେ ମନୋହରୀ ପଡ଼ାର ପାଞ୍ଚଜଣ କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତର ଖାନକୁ ଅଣାଯାଇଥିଲା । ସେଥିମଧ୍ୟରୁ ଚାରି ଜଣକୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମନୋହରୀ ପଡ଼ା ଠାରେ ପାତିକାର ପଡ଼ାର କିଛି ଯୁବକ ବାଣ ଫୁଟାଇ ଥିଲେ ଏବଂ ବାଣ ଟି ଜଣକ ଘର ଭିତରକୁ ପଶିଯାଇଥିଲା । ମନୋହରୀ ପଡ଼ାର କିଛି ଯୁବକ ପାତିକାର ପଡ଼ାର ଯୁବକଙ୍କୁ ବାଣ ଫୁଟାଇ ବାକୁ ବାରଣ କରିଥିଲେ । କିନ୍ତୁ ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ଥିବାରୁ