ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ରେ ମଙ୍ଗଳବାର ଦିନ ଯୁବ ରେଡକ୍ରସ ଶାଖା ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ବାସ୍ଥ୍ୟ ଶିବିର ରେ ଶତାଧିକ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। NSS ସନ୍ଯୋଜକ ଅଧ୍ୟାପକ ବିନୋଦ ପୃଷେଠ, ରୋଶନ ଶର୍ମା, ଅଧ୍ୟାପିକ ମନୋରମା ପଟେଲ, ନମିତା ନାଏକ, ସୁରମା ସାହୁ, ସୁବାସିନୀ ପଟେଲ, ଚନ୍ଦ୍ରିକା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।