ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ଅଭିଯୁକ୍ତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ନିଳାଗୁଡାର ଗୋବିନ୍ଦ ହରିଜନ (୩୧) । ସୁଚନା ଅନୁଯାଇ ନିଳାଗୁଡାରୁ ଏକ ବାଇକ ରେ ଦେଶି ମଡ ଚାଲାଣ ସୁଚନା ପାଇ ଗୋଢିଆ ଧୋବା ସାହିରେ ଚଢାଉ କରିଛି । ଚଢାଉ କରି ବାଇକ ସହ ୨୮ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆଜି ସଂନ୍ଧ୍ୟା 6ଟାରେ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି ।