ନାକଟିଦେଉଳ ଅଞ୍ଚଳର ଏକର ଏକର ଜମିରେ ନଷ୍ଟ କରାଗଲା ହଜାର ହଜାର ଗଞ୍ଜେଇ ଗଛ lସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଶୁକ୍ରବାର ସକାଳେ ପୋଲିସ ,ଅବକାରୀ ବିଭାଗ,ବନବିଭାଗ ରାଜସ୍ୱ ବିଭାଗ ମିଲିତରେ ନାକଟିଦେଉଳ ବ୍ଲକ ସୁଧିର ପଡ଼ା , ଖେତ୍ରପୁର , ହରିପୁର ଓ ଲାଣ୍ଡିମାଲ ଖସଡ଼ା ଜଂଗଲରେ ସାଢ଼େ ସାତ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଅତର୍କିତ ଭାବରେ ଚଢାଉ କରି ୯ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।