ଚମ୍ପୁଆ: କରଞ୍ଜିଆ ହୁଡିହାହିକୁ ନାହିଁ ରାସ୍ତା ବିଲ ହିଡ ଯିବା ଆସିବାର ମାଧ୍ୟମ ପ୍ରତିକ୍ରିୟା ରଖିଲେ ଗ୍ରାମ ବାସୀ ଓ ସରପଞ୍ଚ
ଚମ୍ପୁଆ ବ୍ଲକ କରଞ୍ଜିଆ ହୁଡିସାହିକୁ ନାହିଁ ରାସ୍ତା ବିଲ ହିଡ ପାଲଟିଛି ଗମନାଗମନ ର ମାଧ୍ୟମ ଏନେଇ ଆଜି ଚାରିଟାରେ ପ୍ରତିକ୍ରିୟା ରଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମ ବାସୀ ମତ ରଖିଛନ୍ତି ସରପଞ୍ଚ