ଲୋଇସିଂହା: କେଉଁଟିପାଲିରେ ବ୍ଲକ ସ୍ତରୀୟ
ଖେଳ ପ୍ରତିଯୋଗିତା ବିଧାୟକଙ୍କ ପ୍ରତିନିଧିଙ୍କ ଯୋଗଦାନ
ଲୋଇସିଂହା ବ୍ଲକ ସ୍ତରୀୟ କେଉଁଟିପାଲିରେ ଖେଳ ପ୍ରତିଯୋଗିତା — ବିଧାୟକ ଡ଼. ମୁକେଶ ମହାଳିଙ୍ଗଙ୍କ ପ୍ରତିନିଧିଙ୍କ ଯୋଗଦାନ ଆଜି ଅପରାହ୍ନ ୧ଟା ସମୟ ରେ ଲୋଇସିଂହା ବ୍ଲକର କେଉଁଟିପାଲି ଗ୍ରାମରେ ଆୟୋଜିତ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗୀ ଚୟନ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଲୋଇସିଂହା ବିଧାୟକ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗଙ୍କ ପ୍ରତିନିଧି। ସେ ଅବସରରେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ନିଜ ପ୍ରତିଭା ଦେଖାଇ ଅଞ୍ଚଳ ଓ ଜିଲ୍ଲାକୁ ଗର୍ବିତ କରିବାକୁ ଆହ୍ବାନ କର