ଅତି ଦୟନୀୟ ଅତି କଷ୍ଟଦାୟକ।ପରଡିଆ ବାହାଲ ରେଳ ଧାରଣା ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କ୍ଷତାକ୍ତ ମୃତଦେହ ପଡିଥିବା ଲୋକ ଦେଖିବା ପରେ ଏନେଇ ପୋଲିସ କୁ ଖବର ଦେଇଥିଲେ ଏନେଇ ଜିଆରପି ପୋଲିସ ଓ ପୁଇଁନ୍ତଳା ପୋଲିସ ଘଟଣା ସ୍ଥଳରେ ପହଁଚି ପରିବାର ଲୋ କଙ୍କୁ ଖବର ଦେଇଥିଲା। ଏନେଇ ପରିବାର ଲୋକଙ୍କ ଉପସ୍ଥିତି ରେ ମୃତମହିଳାଙ୍କ ଶବଉଦ୍ଧାର କରି ପୋଷ୍ଟ ମଟର୍ମ ପାଇଁ ଆଜି ରାତି ୭ଟା ୩୦ମିନିଟ ସମୟ ରେ ପଠାଇଛି। ସେପଟେ ଏହାକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଓ ଏନେଇ ପଇଁନ୍ତଳା ଥାନା ରେ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛ