ସଦର: ଭବାନୀପାଟଣା ସ୍ଥିତ କଳାହାଣ୍ଡି ସାଂସଦଙ୍କ ବାସ ଭବନ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ବୁଝିଲେ ସାଂସଦ
Sadar, Kalahandi | Sep 4, 2025
ଆଜି ଭବାନୀପାଟଣା ସ୍ଥିତ ସାଂସଦ ଙ୍କ ବାସ ଭବନ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ବୁଝିଲି ଓ ତାର ସମାଧାନ କରିଥିଲେ ସାଂସଦ