ଲୋଇସିଂହା: ରଣ୍ଡା ଛକରେ ସଡ଼କ ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା କୁ ନେଇ ମେଡିକାଲରେ ପ୍ରତିକ୍ରିୟା ରଖିଲେ ରାଜ ମିସ୍ତ୍ରୀ ସଙ୍ଘ ସମ୍ପାଦକ
ଗତକାଲି ବଲାଙ୍ଗୀର-ସୋନପୁର ରାସ୍ତାରେ ଜଗଦୀଶ ମଟାରିଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପିକଅପ ଭ୍ୟାନ ଧକ୍କା ଦେଇ ଚାଳକ ପଳାଇଯାଇଛି। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ରୋକକରି ଥିଲେ। ମୃତ ଦେହର ବ୍ୟବଛେଦ ହୋଇ ପରିବାରକୁ ଆଜି ହସ୍ତାନ୍ତର କରାଯାଇଛି।