ପଦ୍ମପୁର: ନିଜ ବାସଭବନ ଫଳସାପାଳି ଠାରେ ଲୋକଙ୍କ ଅଭିଯୋଗ ଶୁଣିଲେ ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ
Padmapur, Bargarh (Baragarh) | Sep 13, 2025
ଆଜି ଶନିବାର ସକାଳ ୧୧ ଟା ସମୟରେ ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ଫଳସାପାଳି ନିଜ ବାସ ଭବନରେ ଆଜି ଲୋକଙ୍କ ଅଭିଯୋଗ ଶୁଣିଥିଲେ...