ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ହାତା ଶଙ୍ଖ ନିକଟସ୍ଥ ଏକ ଜମିରେ ଏକ କୃଷ୍ଣସାର ମୃଗ ଆହାତ ଅବସ୍ଥାରେ ପଡିରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃଗ ଆହାତ ନେଇ ପୋଲସରା ବନବିଭାଗ କୁ ଗ୍ରାମବାସୀ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣସାର ମୃଗକୁ ଉଧାର କରି ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସାଳୟ ନେଇଥିବା ଜଣାପଡିଛି ।