ବାଲିଗୁଡା ଠାରେ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରାଯାଇଛି, ଏହି ଗଞ୍ଜା ମିସନ ଶୁକ୍ରବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ପାଖାପାଖି 40ଏକର ଜମିର ଗଞ୍ଜେଇ ଗଛ କୁ ନଷ୍ଠ କରାଯାଇଛି, ବାଲିଗୁଡା IIC ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ, ଏହି ଗଞ୍ଜେଇ ଗଛ କଟା ଯାଇଥିବା ବେଳେ,ପୁଲିସ ସହ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ ଏବଂ 20ରୁ ଉର୍ଧ ଲେବର ଏବଂ ସୁରକ୍ଷା ପାଇଁ ସ୍ୱତନ୍ତ୍ର 100ରୁ ଉର୍ଧ ସୁରକ୍ଷା ଯବାନ ଉପସ୍ଥିତ ରହିଥିଲେ