ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଆଜି ଦିନ 12 ଘଣ୍ଟ ସମୟରେ ଭଞ୍ଜନଗର ପୂର୍ତ ବିଭାଗର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଭଞ୍ଜନଗର ବିଧାୟକ ଓ କନ୍ଧମାଳ ସାଂସଦ ଯୋଗ ଦେଇଥିବାର ଖବର ମିଳିଛି । ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ଅନେକ ସରପଂଚ ବିଜେପିରେ ସାମିଲ ହୋଇଥିବାର ଖବର ମିଳିଛି ।