ଟିଟିଲାଗଡ: ଦେବନ୍ଧ ଘାଟରେ ମା ଭଉଣୀ ମାନଙ୍କ ପାଇଁ ନାହିଁ ଲୁଗା ବଦଳିବା ଗୃହ - ନିର୍ମାଣ ଦାବି କଲେ କଂଗ୍ରେସ ନେତା ବିରେନ୍ଦ୍ର ବାଗ
ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ପାଖରେ ଥିବା ପଡ଼ା ବାସି ଦେବନ୍ଧକୁ ଗାଧୋଇବାକୁ ଯାଇଥାନ୍ତି। ତେବେ ପରିତାପର ବିଷୟ ଯେ ଆଜିବି ପଡ଼ାର ମାଁ ଭଉଣୀ ମାନେ ଖୋଲାରେ ହିଁ ଲୁଗା ପଟା ବଦଳୁଛନ୍ତି, ତେବେ ସରକାରଙ୍କ ପ୍ରୋଭିଯନ୍ ଅନୁଯାୟୀ ଏଠାରେ କପଡା ବଦଳିବା କୋଠରୀ ନିର୍ମାଣ କରାଯାଉ ବୋଲି କଂଗ୍ରେସ ନେତା ବିରେନ୍ଦ୍ର ବାଗ ଦାବି କରିଛନ୍ତି।