ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ଲେ ଫିଲ୍ମ ଷ୍ଟାର ଝୁମିଲେ ଦର୍ଶକ ସହିତ କୁମେଲସିଂ ଠାରେ ଚାଲିଥିବା ପ୍ରସିଦ୍ଧ ରାହାସ ଯାତ୍ରା I ମୁଖ୍ୟ ଆକର୍ଷଣ ଫିଲ୍ମ ଅଭିନେତା ସବ୍ୟସାଚୀ ଓ ହାସ୍ୟ ଅଭିନେତା ଯୋଗେଶ ଜୋଜୋ I ଏହି କାଯ୍ୟକ୍ରମ ଟି ଶନିବାର ଦିନ ତମାମ ଏହି କାଯ୍ୟକ୍ରମ ଆରମ୍ଭ ହଇଥିବା ବେଳେ ରାତି 9ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିବ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁ ଇସିଂହ ପଞ୍ଚାୟତ ଅଧୀନରେ ଥିବା କୁମେଲସିଂ ଗାଁରେ ପାଞ୍ଚଦିନ କାର୍ତିକ ପୂର୍ଣମୀ ଉପଲକ୍ଷେ ପାଞ୍ଚଦିନ ଧରି ଚାଲୁରହିଥିବା ପ୍ରସିଦ୍ଧ ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି I ଦୀର୍ଘ ଦଶ ବର୍ଷ ଧରି ଏହି ଗାଁ ରେ ଏହି ରା