କଟକ ପୌରାଞ୍ଚଳ: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରକଣା ବଜାର ରୁ ଶୁକ୍ରବାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
Cuttack M Corp PS, Cuttack | Aug 15, 2025
ଶୁକ୍ରବାର ଦିନ ୧୨ ଟାରେ ଏରକଣା ବଜାର ରୁ ଶୋଭାଯାତ୍ରା ବାହାରି କୁଆଁପାଳ ପର୍ଯ୍ୟନ୍ତ ଯାଇଥିଲା, ବିଧାୟକ ସାରଦା ପ୍ରଧାନ ଏହି ଶୋଭାଯାତ୍ରା ରେ...