ଲାଞ୍ଜିଗଡ: ବ୍ଲକ ପ୍ରଶାସନ ପକ୍ଷରୂ ମନରେଗା ଯୋଜନାର ସଚେତନତା ରଥ ର ଶୁଭାରମ୍ଭ।
କେନ୍ଦ୍ର ସରକାର ଦାଦନ ସମସ୍ୟା କୁ ରୋକ ଲଗାଇବା କୁ ସମସ୍ତ ପରିବାରକୁ ୧୦୦ଦିନର କାର୍ଯ୍ୟ କୁ ମନରେଗା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ପୂର୍ବ ସରକାର ପକ୍ଷରୁ ୨୦୦ଦିନର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ବର୍ତ୍ତମାନ ର ସରକାର ଚଳିତ ବର୍ଷ କାର୍ଯ୍ୟ ବନ୍ଦ କରିବା କୁ ନିର୍ଦ୍ଦେଶ ଦେଇଥିଲେ।ଯାହା ଫଳରେ କୁଲି ମଜୁରିଆ ଙ୍କୁ ରୋଜଗାର ରେ ଆର୍ଥିକ ର ସଂକଟ ଦେଖିବାକୁ ମିଳିଥିଲା ଓ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଥିଲେ। ଏହାର ଅନେକ ଅଭିଯୋଗ ହେବା ପରେ ଡିସେମ୍ବର ମାସ ଠାରୁ ସେହି କାର୍ଯ୍ୟ କାର୍ଯ୍ୟକ୍ଷମ କରିଥିବା ସୁଚନା।