ଧର୍ମଗଡ: ଘୁମର ବଜାର ନିକଟରେ ବାଇକ କୁ ଧକ୍କା ଦେଲା ବାଇକ, ତିନି ଗୁରୁତର
ଧର୍ମଗଡ ଥାନା ଘୁମର ବଜାର ନିକଟରେ ମଙ୍ଗଳବାର ସକାଳ ୧୧ ଟା ରେ ବାଇକ କୁ ବାଇକ ଧକ୍କା ଦେବା ଫଳରେ ତିନି ବାଇକ ଆରୋହୀ ଗୁରୁତର ହୋଇଥିଲେ ଗୁରୁତର ମାନଙ୍କ ମଧ୍ୟରେ ଆମଗୁଡା ଗାଁ ର କ୍ଷେତ୍ର ମଶ୍ରା, ଦିବ୍ୟାଙ୍ଗ ମୋତିରାମ ମଶ୍ରାଏବଂ ପର୍ଲା ଗାଁ ର ହେମନ୍ତ ମଶ୍ରା ରହିଛନ୍ତି। ତିନି ବାଇକ ଆରୋହୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ