ସୁନ୍ଦରଗଡ ସହର: ଧରୁଆ ଡିହି ଥାନା ମାନମୁଣ୍ଡା ଗୌଡ ପଡ଼ାରେ ଟ୍ରାନସଫର୍ମରୁ ତାର ଚୋରି, ଧରୁଆ ଡିହି ଥାନରେ ମାମଲା ରୁଜ୍ଜୁ
Sundargarh Town, Sundargarh | Jul 25, 2025
ଆଜି 25 ଜୁଲାଇ ଶୁକ୍ରବାର ସକାଳ 7 ଟା ସମୟରେ ଲୋକଙ୍କ ନଜରକୁ ଏହି ଘଟଣା ଆସିବା ପରେ TPWODL ମଝପଡ଼ା ର ବିଭାଗୀୟ ଯନ୍ତ୍ରୀ ଓ ଧରୁଆ ଡିହି ଥାନାକୁ...