ବଲାଙ୍ଗୀର: ଟାଉନ୍ ବାଳିକା ବିଦ୍ୟାଳୟ ଠାରେ
ବଲାଙ୍ଗୀର ଦିନ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜକଙ୍କ ପ୍ରତିକ୍ରିୟା
ବଲାଙ୍ଗୀର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ଆସନ୍ତା ୧ ନଭେମ୍ବର ୨୦୨୫ ରେ ହେବାକୁ ଥିବା ବଲାଙ୍ଗୀର ଦିନ ପାଳନକୁ ନେଇ ଆୟୋଜକମାନେ ସାମ୍ବାଦିକ ସମ୍ମିଳନୀ କରି ପ୍ରସ୍ତୁତି ସମ୍ପର୍କରେ ଜଣାଇଛନ୍ତି। ଏହି ଅବସରରେ ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସମାଜସେବୀ କାର୍ଯ୍ୟକ୍ରମ ହେବାକୁ ଥିବା କୁ ସୂଚନା ଦେଇଛନ୍ତି।