ନର୍ଲା: ନର୍ଲା ଠାରେ ସର୍ବଭାରତୀୟ ସ୍ତରୀୟ ମିନି ମାରାଥନ ଅନୁଷ୍ଠିତ।
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ସର୍ବଭାରତୀୟ ସ୍ତରୀୟ ମିନି ମାରାଥନ। ଡିସେମ୍ବର ଏକ ତାରିଖରେ କୁ ବିଶ୍ବ ଏଡସ ଦିବସ ଭାବେ ପାଳନ କରୁଥିବା ବେଳେ ନର୍ଲା ଯୁବକ ସଂଗଠନ ଜଣେ ଉଦୟ ମାନ ଯୁବକ ଦିପୁ ପାତ୍ର ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଆଜି କୁ ଛ ବର୍ଷ ଧରି ସମସ୍ତ କୁ ଏଡସ ରୋଗ ର ସଚେତନତା ବାର୍ତ୍ତା ପ୍ରଦାନ ସ୍ୱରୂପ ଏହି ମିନି ମାରାଥନ ଅନୁଷ୍ଠିତ କରୁଥିବା ଦେଖିବାକୁ ମିଳିଥାଏ। ଏହି କ୍ରମରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଅନେକ ଯୁବକ ଯୁବତୀ ଯୋଗଦେଇ ମାରାଥନ ଭାଗ ନେଇଥାନ୍ତି।