ଡ଼ିସେମ୍ବର ୨୩ ତାରିଖ ସନ୍ଧ୍ୟା ୬ ଟା ୩୦ ମିନିଟରେ ଛେଣ୍ଡର ଧମାରାସଙ୍ଘ ପ୍ରାଙ୍ଗଣରେ ନୟାଗଡା ଜିଲ୍ଲା ଓ ରାଉରକେଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଶୀତ ସାହିତ୍ୟର ସ୍ୱର ହିମ ଦରବାର ଧାମରାସଂଘ ଠାରେ ଆୟୋଜିତ ହୋଇଯାଇଛି, ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ଦ୍ବିବେଦୀ, ବୃନ୍ଦାବନ ମହାପାତ୍ର,ହାଡିବନ୍ଧୁ ମହାକୁଢ଼, ଶେଖ ଅବଦୁଲ ଅଲି, ସୁଶାନ୍ତ ନାୟକ ପ୍ରମୁଖ ଅତିଥି