ସରାପାଲି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସ୍ଚବ ଅନୁଷ୍ଠିତ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ମନ ଭିତରେ ସର୍ବଦା ଜିଜ୍ଞାସା ମନୋଭାବ ରଖନ୍ତୁ l ଏହି ମନୋବୃତ୍ତି ସେମାନେ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ବଳବତ୍ତର ରଖନ୍ତୁ l ମନ ଭିତରେ ଜିଜ୍ଞାସା ମନୋଭାବ ନ ରହିଲେ ଆମେ କବେ ହେଲେ ଆଗକୁ ଯାଇ ପାରିବା ନାହିଁ l ତେଣୁ ଛାତ୍ର ଛାତ୍ରୀ ମାନେ ଏ ଦିଗରେ ଯତ୍ନବାନ ହେବାକୁ ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଅତ