କନ୍ଧମାଳ ରେ ବାତ୍ୟା ର ମୁକାବିଲା ନିମନ୍ତେ ବିଭିନ୍ନ ଅଧିକାରୀ ଙ୍କୁ ଦାୟିତ୍ୱ ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ, ଏମାଜେନସି ଚିଠି ନମ୍ବର 1062 ମଙ୍ଗଳବାର ଦିନ 12ଘଣ୍ଟିକା ରେ ଜାହିର କରାଯାଇଛି, ଚିଠି ର ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ରେଭିନ୍ୟୁ ADM ଙ୍କୁ ଦାୟିତ୍ୱ ଦିଆଯାଈଛି, ADMଙ୍କ ମବାଇଲ ନମ୍ବର ହେଉଛି 9938891869, ସେହି ଭଳି ADM ଜେନେରାଲ ଙ୍କୁ ଚକାପାଦୁ ବ୍ଲକ, ମବାଇଲ ନମ୍ବର ହେଉଛି 9437570022,ସେହିଭଳି ଉପଜିଲ୍ଲାପାଳ ଫୁଲବାଣୀ ଙ୍କୁ ଜୀ. ଉଦୟଗିରି NAC ଏବଂ ବ୍ଲକ ଦାୟିତ୍ୱ ଦିଆଯାଇଛି, ମାବାଇଲ ନମ୍ବର ହେଉଛି 7008820713, ଦାରିଙ୍ଗବାଡି ବ୍ଲ ଦାୟିତ୍ୱ ରେ ଆଡିସନ