ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମର୍ଦ୍ଧରାଜପୁର ଗ୍ରାମ ଗ୍ରସ୍ତ କରିଛନ୍ତି ପୂର୍ବତନ ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ସେ ଗ୍ରାମରେ ପହଞ୍ଚିବା ପରେ ବିଜେଡି କର୍ମୀ ମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଗ୍ରାମରେ ଦଳୀୟ କର୍ମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଦଳ ସଂଗଠନ ନେଇ ବୈଠକ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡିଛି l ପରେ ସେ ଗ୍ରାମର ଜଣେ ମୃତକ ଙ୍କ ପରିବାର କୁ ଯାଇ ସାକ୍ଷାତ କରିବା ସହ ଶୋଷ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ l