କଣ୍ଟାମାଳ: ଶ୍ରୀମାଳ ନିକଟରେ ବାଇକ ଦୁର୍ଘଟଣା ଚାଲାକ ସହ ବୃଦ୍ଧ ଗୁରୁତର
ବାଇକ ଧକ୍କା ରେ ବୃଦ୍ଧା ସହ ଚାଲାକ ଗୁରୁତର କଣ୍ଟାମାଲ ଥାନା ଶ୍ରୀମାଳ ନିକଟରେ ଏକ ବାଇକ ଧକ୍କାରେ ବୃଦ୍ଧା ସହ ଚାଲାକ ଗୁରୁତର I ସୂଚନା ମତେ କଣ୍ଟାମାଲ ରୁ ନୁଆଁପାଳି ଆସୁଥିବା ନିରଞ୍ଜନ ରଣା ଭାରସାମ୍ୟ ହରେଇ ଶ୍ରୀମଲ ନିକଟରେ ଭାରସାମ୍ୟ ହରେଇ ସେହିଗ୍ରାମର ଅଯୋଧ୍ୟା ରଣା ଙ୍କୁ ଧକ୍କାଦେଇଥିଲେ ଫଳରେ ଉଭୟ ଗୁରୁତର ହୋଈଥିଲେ I ଘଟଣା ସ୍ଥଳରୁ ଲୋକେ ଉଦ୍ଧାର କରି କଣ୍ଟାମାଲ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ I