ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖାରିଆଗୁଡ଼ାର ଏସ ନୂଆଗାଁ ଠାରେ ୨୪ ପ୍ରହର ନାମଯଜ୍ଞ ରେ ସାମିଲ ହୋଇଛନ୍ତି ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ। ଶୁକ୍ରବାର ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହ ଗ୍ରାମବାସୀଙ୍କ ସହ କିଛି ମୁହୂର୍ତ୍ତ ଆଲୋଚନା କରିଛନ୍ତି ସାଂସଦ ପ୍ରତିନିଧି ।