ରେଢାଖୋଲ: ବଡଶାହିର ଗ୍ରାମରେ ରନ୍ଧନ ଗ୍ୟାସ ରେ ସୁରକ୍ଷିତ ରୋଷେଇ ପାଇଁ ସଚେତନତା କାର୍ଯ୍ୟକ୍ରମ
ବଡଶାହିର ଗ୍ରାମରେ ରନ୍ଧନ ଗ୍ୟାସ ରେ ସୁରକ୍ଷିତ ରୋଷେଇ ପାଇଁ ସଚେତନତା କାର୍ଯ୍ୟକ୍ରମ ଜୁଜୁମୁରା ବ୍ଲକ୍ ଅନ୍ତର୍ଗତ ଘେନୁପାଳି ଗ୍ରାମ ପଞ୍ଚାୟତର ବଡଶାହିର ଗ୍ରାମରେ ସୋମବାର ସକାଳେ ମାନେଶ୍ୱର ଇଣ୍ଡିଏନ ଗ୍ରାମିଣ ବିତରକ ଙ୍କ ଦ୍ଵାରା L P G ପଞ୍ଚାୟତ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ୍ ବିତରକ ଙ୍କ ପ୍ରତିନିଧି ଅଶୋକ ଷଡଙ୍ଗୀ ଯୋଗଦେଇ ଗ୍ୟାସ୍ ଲାଭାଥୀ ମାନଙ୍କ ସହ ଆଲୋଚନା କରି ରୋଷେଇ ଗ୍ୟାସ ସୁରକ୍ଷିତ ବ୍ୟବହାର କରିବା ପାଇଁ ତାଲିମ ଦେଇଥିଲେ । ଏଥିରେ ଗ୍ୟାସ୍ ର ଲାଭାର୍ଥୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।