ଜି ଉଦୟଗିରି: ଜି ଉଦୟଗିରି ଦୁର୍ଗା ମଣ୍ଡପ ରେ ଆଜି ଅଷ୍ଟମୀ ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କୁ 540 ଆଳତି ସମର୍ପଣ କରା ଯାଇଅଛି। ଏବଂ 108 ଦୀପ ଦାନ କରାଯାଇଅଛି
ଜି ଉଦୟଗିରି ଦୁର୍ଗା ମଣ୍ଡପ ରେ ଆଜି ଅଷ୍ଟମୀ ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କୁ 540 ଆଳତି ସମର୍ପଣ କରା ଯାଇଅଛି। ଏବଂ 108 ଦୀପ ଦାନ କରାଯାଇଅଛି।ପୂଜା ମଣ୍ଡପ ରେ ପୂଜାର୍ଚନା ଆରମ୍ଭ ହୋଇଅଛି ଏବଂ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଅଛି.ଉଦୟଗିରି ରେ ଜିଲ୍ଲାର ପ୍ରଥମ କରି ରୁପାର କିରଟି ଓ ବହୁ ଅଳଂକାର ଲଗାଯାଇଅଛି. ଏଣୁ ମଣ୍ଡପ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଅଛି.