ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ର ପ୍ରଭୁ ଦଧିବାମନ ମନ୍ଦିରରେ ଆଜି ମାର୍ଗଶିର ଗୁରୁବାର ଅବସରରେ ବିଶେଷ ସଂକୀର୍ତନ ହେଲା
ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ର ପ୍ରଭୁ ଦଧିବାମନ ମନ୍ଦିର ରେ ଆଜି ମାର୍ଗଶିର ମାସ ଗୁରୁବାର ତଥା ମା ଲଷ୍ମୀ ଙ୍କ ପୂଜା ଅବସରରେ 6 AM ରେ ପ୍ରଭୁ ଦଧିବାମନ ଙ୍କ ସ୍ୱତନ୍ତ୍ର ପୂଜା ଏବଂ ଅଂଚଳ ର ବରିଷ୍ଠ କୀର୍ତନ ପ୍ରେମୀ ଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା