ବୀରମହାରାଜପୁର: ମହାଦେବପାଳି ବସଷ୍ଟାଣ୍ଡରୁ ବିପୁଳ ମାତ୍ରାରେ ବାଣ ଜବତ, ବ୍ୟବସାୟୀ ନାମରେ ମାମଲା ରୁଜୁ କଲା ବିନିକା ପୋଲିସ
ବିନିକା ଥାନା ଅନ୍ତର୍ଗତ ମହାଦେବପାଳି ବସଷ୍ଟାଣ୍ଡରୁ ବିପୁଳ ମାତ୍ରାରେ ବଣ ଜବତ, ବ୍ୟବସାୟୀ ନାମରେ ମାମଲା ରୁଜୁ l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ 5ଟା 45 ମିନିଟ ସମୟରେ ମହାଦେବ ପାଲି ଠାରେ ବିନା ଲାଇସେନ୍ସ ରେ ବିକ୍ରି ଚାଲିଥିବା ଖବର ପାଇଁ ପୁଲିସ ଟିମ୍ ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ ବିପୁଳ ମାତ୍ରାରେ ବାନ ଜବତ କରିଥିଲେ l ଏନେଇ ରାତି 10 ଟା 20ରେ ବ୍ୟବସାୟୀ ନାମରେ 212/25 ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଆଜି ସକାଳ 9ଟା 20ରେ ପୁଲିସ ପକ୍ଷରୁ ସୁଚନା ମିଳିଛି l