ବିନିକା ଥାନା ଅନ୍ତର୍ଗତ ଅନ୍ତର୍ଡା ଆମ ପାଲି ଗ୍ରାମରେ ସଫେଇ କର୍ମଚାରୀ ଚାକିରି ନାଁରେ ଠକେଇ ଘଟଣା, ଜଣକୁ ଗିରଫ କରି ଆଜି ସନ୍ଧ୍ୟା ପ୍ରାୟ 6ଠାରେ କୋର୍ଟ ଚାଲାଣ କଲା ବିନିକା ପୋଲିସ l ସୂଚନା ଅନୁସାରେ ସଫେଇ କର୍ମଚାରୀ ଭାବରେ ଚାକିରି ନାଁ ରେ ଉକ୍ତ ଗ୍ରାମରୁ ମହିଳା ଏବଂ ପୁରୁଷ ମଣକୁ ଠାରୁ ଜଣ ପିଛା 12 ହଜାର ଲେଖାଏଁ ନେଇ ଥିଲେ l ଏପରିକି 1ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଥିଲେ l ତେବେ ଠକେଇ ର ଶିକାର ହୋଇଥିବା ଲୋକେ ଜାଣିବା ପରେ ଗତ 4/୧୧/୨୫ତାରିଖ ଦିନ ଉକ୍ତ ଗ୍ରାମର ମହିଳା ଏବଂ ପୁରୁଷ ମେନ ବିନିକା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା 2