ଜୁନାଗଡ: ପ୍ରେମ ରେ ବିଫଳ ହେବା ପରେ ଯୁବକ ଙ୍କ ଆତ୍ମହତ୍ୟା ଘଟଣା, ଥାନାରେ ଏତଲା, ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର
ଦଶପୁର ଗ୍ରାମର ଅଶୋକ ନାଗ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ହଟାତ ତାଙ୍କ ପ୍ରେମ ସମ୍ପର୍କରେ ଫାଟ ପଡ଼ିଥିବା ବେଳେ ମଙ୍ଗଳବାର ଏକ ବିଲରେ ଥିବା ଗଛରେ ରସି ଲଗେଇ ଆତ୍ମହତ୍ୟା କରିଥିଲେ ।ପରିବାର ଲୋକେ ଥାନାରେ ଏତଲା ଦେଲା ପରେ ଗୋଲାମୁଣ୍ଡା ଥାନା ଯୁଡ଼ି କେଶ ନମ୍ବର ୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ବୁଧବାର ସକାଳ ୧୧ ଟା ରେ ମୃତ ଶବ କୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ।