ମାଲକାନଗିରି: ପଡ଼ିଆ ଲ୍ୟାମ୍ପସ ରେ ୟୁରିଆ ସାରର ଅଭାବ ନେଇ ଲ୍ୟାମ୍ପ ସମ୍ମୁଖରେ ଆନ୍ଦୋଳନ କରି ପ୍ରତିକ୍ରିୟା ଦେଲେ ଚାଷୀ
Malkangiri, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦରରେ ଥିବା ଲ୍ୟାମ୍ପସ ସମ୍ମୁଖରେ ଆଜି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ଚାଷୀମାନେ ୟୁରିଆ ସାର ର ଅଭାବ...