ଜି ଉଦୟଗିରି: ଜି ଉଦୟଗିରି ବନ ବିଭାଗ ବଙ୍ଗଳା ଠାରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରେସ କ୍ଲବ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି
ଜି ଉଦୟଗିରି ବନ ବିଭାଗ ବଙ୍ଗଳା ଠାରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରେସ କ୍ଲବ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।ଜି ଉଦୟଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ପି ସଞ୍ଜୀବ କୁମାର ପାତ୍ର ,ପ୍ରେସ କ୍ଲବ ସଭାପତି ଙ୍କ ସମତେ ବହୁ କାଉନ୍ସିଲର ଓ ପ୍ରେସ କ୍ଲବ ର ସଦସ୍ୟ ଯୋଗ ଦେଇଥିଲେ।ଅଞ୍ଚଳ ର ବିକାଶ ଉପରେ ଜନ ପ୍ରତିନିଧି ଓ ଗଣ ମାଧ୍ୟମ ର କିପରି ଆବଶ୍ୟକ ରହିଅଛି ସେ ଉପରେ ଆଲୋଚନା ହୋଇଥିଲା।