ସଦର: ଆସନ୍ତା 5 ଦିନ ଯାଏଁ କଳାହାଣ୍ଡି ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା
ଆସନ୍ତା ପାଞ୍ଚ ଦିନ ଯାଏଁ କଳାହାଣ୍ଡି ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଆଭ୍ୟନ୍ତରିଣ ଓଡିଶାରେ ହାଡ ଭଙ୍ଗା ଶୀତ ଜାରି ରହିଛି।କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା 5 ଦିନ ଯାଏଁ ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ